ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମାର୍ଚ୍ଚ:୨୦୨୬ , ତୃତୀୟ ବର୍ଷ : ତୃତୀୟ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଶୀତ ଆସିଛି

ଲେଖା : ବୃନ୍ଦାବନ କୁମ୍ଭାର

ଶୀତ ଆସିଛି ଧରଣୀ ରାଣୀକୁ
କାକର ବିନ୍ଦୁ ଆଣି
ଧଳା ଚାଦର ଘୋଡେଇ ହୋଇଛି
ସବୁଜ ଘାସେ ପୁଣି।
ଗାଧୋଇ ବାକୁ ଡରଲାଗୁ ଅଛି
ପୋଖରୀ ନ ଈ ପାଣି
ଗରମ ଗରମ ଖାଦ୍ୟ ଲୋଡ ଇ
ଶୀତ କୁ ବୁଢ଼ା ଜାଣି।
ଋତୁର ମତେଏଧରା ଧାମକୁ
ଶୋଭା ପସରା ମେଳି
ନାନା ଜାତି ଫୁଲେ ମହକ ଛୁଟେ
ଆସିଛି ଶୀତ ବୁଲି।
ବଣଭୋଜି କରି ଆସିବା ପିଲେ
ଦର୍ଶନୀୟ ସ୍ଥାନ କୁ
ଦଳ ଦଳ ହୋଇ ଫଟୋ ଉଠାଇ
ମଜା ନେବା ସାଙ୍ଗ କୁ।
ଭାଇ ଚାରା ଆମ ସୃଷ୍ଟି ହୋଇବ
ସ୍ନେହ ମମତା ଗଢି
ଜଣେ ଜଣକୁ ଭଲ ପାଇ ଆମେ
ଆଗକୁ ଯିବା ବଢ଼ି।

ମୋବାଇଲ - ୯୬୬୮୮୬୮୭୦୬

ଲେଖା ସମ୍ପର୍କୀୟ ମତାମତ

Sanjukta parichha

02-03-2026 / 13:21:54

ଶୀତ ଉପରେ ସୁନ୍ଦର କବିତାଟିଏ ।

Sanjukta parichha

02-03-2026 / 13:21:53

ଶୀତ ଉପରେ ସୁନ୍ଦର କବିତାଟିଏ ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion