sishu kishora - children literature website

ତୃତୀୟ ବର୍ଷ : ଅଷ୍ଟମ ସଂଖ୍ୟା

ଅଗଷ୍ଟ: ୨୦୨୬

-->

ପିଲାଙ୍କ ଚିତ୍ର - ପିଲାଙ୍କ ତୂଳୀରୁ

ଏହି ବିଭାଗରେ ପିଲାମାନଙ୍କ ଚିତ୍ର ପ୍ରକାଶ ପାଏ । ଶିଶୁକିଶୋର ତଥା ସେମାନଙ୍କ ଅଭିଭାବକ, ଶିକ୍ଷକମାନଙ୍କୁ ଚିତ୍ର ପଠାଇବାକୁ ଅନୁରୋଧ ।

ପ୍ରିୟ ଲେଖକ ଲେଖିକାଙ୍କୁ ଜନ୍ମ ଦିନର

ଶୁଭକାମନା

ଆମର ଶୁଭେଛୁ ଓ ପ୍ରିୟ ପାଠକମାନେ ଏହି ପତ୍ରିକା ସମ୍ପର୍କରେ ଦେଇଥିବା ମୁଲ୍ଯବାନ ମତାମତ

Ken Blundell

18-07-2026 / 17:49:29

Was just browsing shishukishora.com and was impressed the layout. Nicely design and great user experience. Just had to drop a message, have a great day! we7f8sd82

RABINARAYAN MISHRA

28-11-2025 / 21:38:12

ମୁଁ ପତ୍ରିକା ବିଷୟରେ ଜାଣି ଖୁବ୍ ଆନନ୍ଦିତ ହେଲି। ପତ୍ରିକାର କଳେବର ଖୁବ୍ ସୁନ୍ଦର ଓ ଆକର୍ଷଣୀୟ। ଶିଶୁ ମାନଙ୍କ ପାଇଁ ଉପାଦେୟ। ସଂପାଦନା ମଣ୍ଡଳୀଙ୍କୁ ହୃଦୟରୁ ସମ୍ମାନର ସହ କୃତଜ୍ଞତା ଜଣାଉଛି।

Dr. Kamala Kanta Jena

24-08-2025 / 22:18:27

ପ୍ରଣାମ । “ଶିଶୁ କିଶୋର.କମ୍” ବିଷୟରେ ଜାଣିଲା ପରେ କେବଳ ଆନନ୍ଦିତ ହେଲି ନାହó, ବରଂ ମୋ ରାଜ୍ୟର ଶିଶୁକିଶୋର ସାହିତ୍ୟ ଏକାଡେମୀ ବିଜ୍ଞାନ ଯୁଗ ସହିତ ପାଦ ମିଶେଇ ଚାଲିଛି ବୋଲି ମୁଁ ଗର୍ବ ଅନୁଭବ କଲି । ଏହାର ପ୍ରକାଶନ ଶୈ÷ଳୀ ମୋତେ ପସନ୍ଦ ଲାଗୁଛି । ମୁଁ ଶିଶୁକିଶୋରଙ୍କ ପାଇଁ ଉଦ୍ଧିଷ୍ଟ ଜନପ୍ରିୟ ବିଜ୍ଞାନ ଲେଖା ନିୟମିତ ପଠେଇବି । ଆପଣଙ୍କର ମମତାନୁବଦ୍ଧ---- ଡକ୍ଝର କମଳାକାନ୍ତ ଜେନା ----(ଓ.ଇ.ଏସ୍-୧), ପଦାର୍ଥ ବିଜ୍ଞାନ ରିଡର୍, ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ, ଫୋନ୍-୯୪୩୯୫୦୧୬୫୧

AJIT KUMAR SETHY

01-07-2025 / 10:34:26

Bhala

ଗଣେଶ୍ଵର ବେହେରା

11-08-2024 / 16:49:21

ସୁନ୍ଦର୍ ପ୍ରୟାସ