^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀମତୀ ମିନତି ପଟ୍ଟନାୟକ

ଜନ୍ମ ତାରିଖ ୨୭/୦୫/୧୯୬୪

ଠିକଣା : ପୁରୀ

ଫୋନ ନମ୍ବର : x

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀ ର ମାନନୀୟା ସଦସ୍ୟା ଶ୍ରୀମତୀ ମିନତି ପଟ୍ଟନାୟକଙ୍କର ଜନ୍ମ ୧୯୬୪ ମସିହା ମଇ ମାସ ୨୭ ତାରିଖରେ ପୁରୀ ଜିଲ୍ଲା କଣାସ ଥାନା ବୈଦ୍ଯ ନାଥ ପାଟଣା ଗ୍ରାମରେ ହୋଇଥିଲା। ପିତା ବିଭୂତି ଭୂଷଣ ପଟ୍ଟନାୟକ ଏବଂ ମାତା ହରପ୍ରୀୟା ପଟ୍ଟନାୟକ ଙ୍କର ଆଶୀର୍ବାଦରୁ ନିଜର ସାଧନା ବଳରେ ଜଣେ ସଫଳ ସାରସ୍ୱତ ସାଧକ, କୃତୀ ଶିକ୍ଷୟିତ୍ରୀ ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ହୋଇଛନ୍ତି। ଆଜିର ୬୧ ତମ ଜନ୍ମ ଦିନରେ ତାଙ୍କର ଦୀର୍ଘ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

H n muduli

27-05-2025 / 10:55:09

ଶୁଭ ସକାଳର ଶୁଭ ଅଭିନନ୍ଦନ। ପ୍ରଣାମ।

ବିରଞ୍ଚି ନାରାୟଣ ଦାଶ

03-05-2025 / 21:35:31

ଅନେକ ଅନେକ ଅଭିନନ

ହିମାଂଶୁ ଶେଖର ଫତେସିଂହ

02-05-2025 / 22:29:21

ଜନ୍ମ ଦିନର ଅଜସ୍ର ଅଭିନନ୍ଦନ ଭାଉଜ। ନମସ୍କାର।

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion