^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀମତୀ ଲକ୍ଷ୍ମୀ ପ୍ରିୟା ଦାସ

ଜନ୍ମ ତାରିଖ ୧୦/୦୫/୧୯୭୪

ଠିକଣା : କୋଣାର୍କ

ଫୋନ ନମ୍ବର : x

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟା ସଦସ୍ୟା ଶ୍ରୀମତୀ ଲକ୍ଷ୍ମୀ ପ୍ରିୟା ଦାସଙ୍କର ଜନ୍ମ ୧୯୭୪ ମସିହା ମଇ ମାସ ୧୦ ତାରିଖରେ ପୁରୀ ଜିଲ୍ଲା କୋଣାର୍କଠାରେ ହୋଇଥିଲା। ପିତା ସୁରେନ୍ଦ୍ର ନାଥ ଦାସ ଏବଂ ମାତା ଭାଗ୍ୟବତୀ ଦାସଙ୍କର ଆଶୀର୍ବାଦରୁ ନିଜର ସାଧନା ବଳରେ ନିଜକୁ ଜଣେ ସଫଳ ଶିଶୁ ସାହିତ୍ୟିକା ଭାବେ ପ୍ରତିଷ୍ଠିତ କରିପାରିଛନ୍ତି। ଆଜିର ୫୧ତମ ଜନ୍ମ ଦିନରେ ଶ୍ରୀମତୀ ଲକ୍ଷ୍ମୀ ପ୍ରିୟା ଦାସଙ୍କର ଦୀର୍ଘ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଅଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ବିରଞ୍ଚି ନାରାୟଣ ଦାଶ

03-05-2025 / 21:40:53

ଜନ୍ମ ଦିନର ଅଭିନନ୍ଦନ

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion