^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀଯୁକ୍ତ ରତ୍ନାକର ଦାସ

ଜନ୍ମ ତାରିଖ ୦୨/୦୫/୧୯୫୬

ଠିକଣା : ଆନନ୍ଦପୁର

ଫୋନ ନମ୍ବର : x

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟ ସଦସ୍ଯ ଶ୍ରୀଯୁକ୍ତ ରତ୍ନାକର ଦାସଙ୍କର ଜନ୍ମ ୧୯୫୬ ମସିହା ମଇ ମାସ ୨ ତାରିଖରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିକଟ ଶଂଖୋ ଗ୍ରାମରେ ହୋଇଥିଲା। ପିତା ଶତ୍ରୁ ଘନ ଦାସ ଓ ମାତା ସୂର୍ଯ୍ୟମଣୀ ଦେଇଙ୍କ ଆଶୀର୍ବାଦରୁ ନିଜର ସାଧନା ବଳରେ ନିଜକୁ ଜଣେ ପ୍ରତିଷ୍ଠିତ ସାହିତ୍ୟିକ ଭାବେ ପରିଚୟ ଆଣି ଦେଇଛନ୍ତି। ଆଜି ୬୮ତମ ଜନ୍ମ ଦିନରେ ଶ୍ରୀଯୁକ୍ତ ଦାସଙ୍କୁ ଅନେକ ଅଭିନନ୍ଦନ। ତାଙ୍କର ଦୀର୍ଘ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ହଂସନାଥ ମୁଦୁଲି

27-05-2025 / 10:59:10

ଶୁଭ ଅଭିନନ୍ଦନ।

ବିରଞ୍ଚି ନାରାୟଣ ଦାଶ

03-05-2025 / 21:39:36

ଅନେକ ଅନେକ ଅଭିନନ୍ଦନ ସାର

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion