^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀଯୁକ୍ତ ନିରଂଜନ ପତି

ଜନ୍ମ ତାରିଖ ୧୨/୦୫/୧୯୬୪

ଠିକଣା : ଢେଙ୍କାନାଳ

ଫୋନ ନମ୍ବର : x

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟ ସଦସ୍ଯ ଶ୍ରୀଯୁକ୍ତ ନିରଂଜନ ପତିଙ୍କର ଜନ୍ମ ୧୯୬୪ ମସିହା ମଇ ମାସ ୧୨ ତାରିଖରେ ଢେଙ୍କାନାଳ ଜିଲ୍ଲା ବାଇଁଶିଆଠାରେ ହୋଇଥିଲା। ପିତା ଧର୍ମାନନ୍ଦ ପତି ଏବଂ ମାତା ଶଶିକଳା ପତିଙ୍କ ଆଶୀର୍ବାଦରୁ ଶ୍ରୀ ପତି ସାରସ୍ୱତ ସାଧନାରେ ନିଜକୁ ନିୟୋଜିତ କରି ଜଣେ ସଫଳ ଶିଶୁ ସାହିତ୍ୟିକ ଭାବେ ପ୍ରତିଷ୍ଠିତ ହୋଇପାରିଛନ୍ତି। ଆଜି ୬୧ ତମ ଜନ୍ମଦିନରେ ତାଙ୍କୁ ଅନେକ ଅଭିନନ୍ଦନ। ତାଙ୍କର ଦୀର୍ଘ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ବିରଞ୍ଚି ନାରାୟଣ ଦାଶ

03-05-2025 / 21:38:53

ଅନେକ ଅନେକ ଅଭିନନ୍ଦନ

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion