^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀଯୁକ୍ତ ସୁଶାନ୍ତ କୁମାର ସେନାପତି

ଜନ୍ମ ତାରିଖ ୨୦/୦୫/୧୯୬୯

ଠିକଣା : କଟକ

ଫୋନ ନମ୍ବର : x

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟ ସଦସ୍ଯ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସେନାପତିଙ୍କର ଜନ୍ମ ୧୯୬୯ ମସିହା ମଇ ମାସ ୨୦ ତାରିଖରେ କଟକ ଜିଲ୍ଲା ନିଆଳି ଥାନା ସିଠାଳୋ ଠାରେ ହୋଇଥିଲା। ପିତା ଗନ୍ଧର୍ବ ସେନାପତି ଓ ମାତା ହୁନ୍ଦରୀ ଦିବ୍ୟାଙ୍କ ଆଶୀର୍ବାଦରୁ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସେନାପତି ସାରସ୍ୱତ ସାଧନାରେ ନିଜକୁ ନିୟୋଜିତ କରି ଜଣେ ସଫଳ ଶିଶୁ ସାହିତ୍ୟିକ ଭାବେ ପ୍ରତିଷ୍ଠିତ ହୋଇପାରିଛନ୍ତି । ଆଜି ୫୫ ତମ ଜନ୍ମ ଦିନରେ ତାଙ୍କୁ ଅନେକ ଅଭିନନ୍ଦନ। ତାଙ୍କର ଦୀର୍ଘ ଜୀବନ କାମନା କରି ମହାପ୍ରଭୁ ଙ୍କ ନିକଟରେ ପ୍ରାର୍ଥନା କରୁଛୁ ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ହଂସନାଥ ମୁଦୁଲି

27-05-2025 / 11:00:12

ଶୁଭ ଅଭିନନ୍ଦନ। ପ୍ରଣାମ।

ବିରଞ୍ଚି ନାରାୟଣ ଦାଶ

03-05-2025 / 21:38:06

ଅନେକ ଅନେକ ଅଭିନନ୍ଦନ

ବୃନ୍ଦାବନ କୁମ୍ଭାର

01-05-2025 / 10:05:54

ଅଭିନନ୍ଦନ, ମଙ୍ଗଳ କାମନା କରେ

Debendra choudhury

07-05-2024 / 18:17:13

ଜନ୍ମଦିନ ର ଶୁଭେଚ୍ଛା ଆପଣଙ୍କୁ ।

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion