^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀଯୁକ୍ତ ଅଜୟ କୁମାର ସେଠୀ

ଜନ୍ମ ତାରିଖ ୧୪/୦୫/୧୯୭୩

ଠିକଣା : ପୁରୀ

ଫୋନ ନମ୍ବର : xx

ଓଡିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟ ସଦସ୍ଯ ଶ୍ରୀଯୁକ୍ତ ଅଜୟ କୁମାର ସେଠୀ ଙ୍କର ଜନ୍ମ ୧୯୭୩ ମସିହା ମଇ ମାସ ୧୪ ତାରିଖରେ ପୁରୀ ଜିଲ୍ଲା କଣାସ ଥାନା ଅଂଜିରା ଗ୍ରାମରେ ହୋଇଥିଲା। ପିତା ହରିହର ଏବଂ ମାତା ସୁଷମାଙ୍କର ଆଶୀର୍ବାଦରୁ ନିଜର ସାଧନା ବଳରେ ଜଣେ ସଫଳ ନାଟ୍ୟକାର, ଶିଶୁ ସାହିତ୍ୟିକ ଓ ଶିକ୍ଷକ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ଆଜି ୫୨ ତମ ଜନ୍ମ ଦିନରେ ତାଙ୍କର ଦୀର୍ଘ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ହଂସନାଥ ମୁଦୁଲି

27-05-2025 / 10:57:50

ଶୁଭ ଅଭିନନ୍ଦନ।

ବିରଞ୍ଚି ନାରାୟଣ ଦାଶ

03-05-2025 / 21:37:12

ଅନେକ ଅନେକ ଅଭିନନ୍ଦନ

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion