^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀମତୀ ପ୍ରଭାସିନୀ ବରାଡ

ଜନ୍ମ ତାରିଖ ୨୮/୦୫/୧୯୭୬

ଠିକଣା : ନୟାଗଡ଼

ଫୋନ ନମ୍ବର : x

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟା ସଦସ୍ୟା ଶ୍ରୀମତୀ ପ୍ରଭାସିନୀ ବରାଡ ଙ୍କର ଜନ୍ମ ୧୯୭୬ ମସିହା ମଇ ମାସ ୨୮ ତାରିଖରେ ନୟାଗଡ଼ ଜିଲ୍ଲା ଶରଣକୂଳ ନିକଟ ଆଙ୍ଗିସିଙ୍ଗି ଗ୍ରାମରେ ହୋଇଥିଲା। ପିତା ଘନଶ୍ୟାମ ପ୍ରଧାନ ଏବଂ ମାତା ବାସନ୍ତୀଙ୍କ ଆଶୀର୍ବାଦ ରୁ ନିଜର ସାଧନା ବଳରେ ନିଜକୁ ଜଣେ ସଫଳ ସାରସ୍ୱତ ସାଧକ ଭାବରେ ଓ କୃତୀ ଶିକ୍ଷୟିତ୍ରୀ ଭାବେ ଗଢି ତୋଳିଛନ୍ତି। ଆଜି ୪୮ ତମ ଜନ୍ମ ଦିନରେ ଆମେ ତାଙ୍କର ଦୀର୍ଘ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ବିରଞ୍ଚି ନାରାୟଣ ଦାଶ

03-05-2025 / 21:36:34

ଅନେକ ଅନେକ ଅଭିନନ୍ଦନ

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion