^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଡକ୍ଟର ହେମନ୍ତ କୁମାର ଛୋଟରାୟ

ଜନ୍ମ ତାରିଖ ୦୧/୦୮/୧୯୬୧

ଠିକଣା : ପୁରୀ

ଫୋନ ନମ୍ବର : x

ଓଡିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟ ସଦସ୍ୟ ଡକ୍ଟର ହେମନ୍ତ କୁମାର ଛୋଟରାୟଙ୍କର ଜନ୍ମ ୧୯୬୧ ମସିହା ଅଗଷ୍ଟ ମାସ ୭ତାରିଖରେ ପୁରୀଜିଲ୍ଲା କଣାସ ଥାନା ଗଡ ମାଟିଆ ପଡା ଗ୍ରାମରେ ହୋଇଥିଲା। ପିତା ସମାଜସେବୀ ବୃନ୍ଦାବନ ଛୋଟରାୟ ଏବଂ ମାତା ଜୋସ୍ନାମୟୀଙ୍କ ଆଶୀର୍ବାଦରୁ ପିଲାଟିଦିନରୁ ସାରସ୍ୱତ ସାଧନାରେ ନିଜକୁ ନିୟୋଜିତ କରି ଅନେକ ଉପାଦେୟ ପୁସ୍ତକ ରଚନା କରି ସୁନାମ ଅର୍ଜନ କରିଛନ୍ତି। ନିଜର ସାଧନା ପାଇଁ ଲାଭ କରିଛନ୍ତି ଅନେକ ପୁରସ୍କାର ଓ ସମ୍ବର୍ଦ୍ଧନା। ଆଜି ୬୩ ତମ ଜୟନ୍ତୀ ଉତ୍ସବରେ ଆମେ ତାଙ୍କର ଦୀର୍ଘ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

Tapan kumar swain

04-08-2026 / 06:59:14

ଜନ୍ମ ଦିନରେ ଶୁଭ ଅଭିନନ୍ଦନ ଜଣାଉଛି ଆପଣଙ୍କ ଦିନ ସୁଖମୟ ହେଉ । ଜୟ ଜଗନ୍ନାଥ

Mohan Kumar swain

01-08-2025 / 15:05:35

Wish you happy birthday sir

Prabasini Mishra

01-08-2025 / 14:42:22

Happy birthday. God bless you with lots of happiness

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion