^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀମତୀ ପ୍ରଭାତ ନଳିନୀ ସାହୁ

ଜନ୍ମ ତାରିଖ ୦୧/୦୮/୧୯୫୩

ଠିକଣା : ଯାଜପୁର

ଫୋନ ନମ୍ବର : x

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀ ର ମାନନୀୟା ସଦସ୍ୟା ଶ୍ରୀମତୀ ପ୍ରଭାତ ନଳିନୀ ସାହୁଙ୍କର ଜନ୍ମ ୧୯୫୫ମସିହା ଅଗଷ୍ଟ ମାସ ୦୧ ତାରିଖରେ ଯାଜପୁର ଜିଲ୍ଲା ସୁକିନ୍ଦା ନିକଟ ହାତବାରିସି ଠାରେ ହୋଇଥିଲା । ପିତା ନାରାୟଣ ସାହୁ ଏବଂ ମାତା ସରୋଜିନୀ ସାହୁଙ୍କ କୋଳମଣ୍ଡନ କରି ଜନ୍ମ ନେଇଥିବା ଶ୍ରୀମତୀ ସାହୁ ନିଜର ସାଧନା ବଳରେ ଅନେକ ପୁସ୍ତକ ରଚନା କରି ସୁନାମ ଅର୍ଜନ କରିଛନ୍ତି। ଆଜି ୬୯ ତମ ଜୟନ୍ତୀ ଉତ୍ସବରେ ଆମେ ତାଙ୍କର ଦୀର୍ଘ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ବୃନ୍ଦାବନ କୁମ୍ଭାର

02-08-2025 / 10:39:03

ଅଭିନନ୍ଦନ

Mohan Kumar swain

01-08-2025 / 15:35:59

ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଜଣାଉଛି

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion