^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀଯୁକ୍ତ ତ୍ରିଲୋଚନ ମଥାନ

ଜନ୍ମ ତାରିଖ ୦୪/୦୮/୧୯୪୯

ଠିକଣା : କେନ୍ଦ୍ରପଡା

ଫୋନ ନମ୍ବର : x

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟ ସଦସ୍ୟ ଶ୍ରୀଯୁକ୍ତ ତ୍ରିଲୋଚନ ମଥାନଙ୍କର ଜନ୍ମ ୧୯୪୯ ମସିହା ଅଗଷ୍ଟ ମାସ ୪ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ଓଳାଭର ନିକଟ ସାତଘରିଆ ଠାରେ ହୋଇଥିଲା। ପିତା ସ୍ୱର୍ଗତ ପଦ୍ମଚରଣ ମଥାନ ଏବଂ ମାତା ହାରାମଣି ଦେବୀଙ୍କ ଆଶୀର୍ବାଦରୁ ନିଜର ସାଧନା ବଳରେ ସେ ଶିଶୁ ସାହିତ୍ୟ ଜଗତରେ ପ୍ରତିଷ୍ଠିତ ହୋଇପାରିଛନ୍ତି। ଅନେକ ଅନୁଷ୍ଠାନରୁ ଲାଭ କରିଛନ୍ତି ପୁରସ୍କାର ଓ ସମ୍ବର୍ଦ୍ଧନା। ଆଜି ୭୫ତମ ଜୟନ୍ତୀ ଉତ୍ସବରେ ଆମେ ତାଙ୍କର ଦୀର୍ଘ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ତପନ କୁମାର ସ୍ବାଇଁ

04-08-2026 / 06:54:01

ଜନ୍ମ ଦିନରେ ଶୁଭ ଅଭିନନ୍ଦନ ଜଣାଉଛି ଆପଣଙ୍କ ଦିନ ଖୁସିରେ ଅତିବାହିତ ହେଉ

ବୃନ୍ଦାବନ କୁମ୍ଭାର

03-08-2025 / 09:28:30

ଅଭିନନ୍ଦନ

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion