^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଡକ୍ଟର ସୁଲେଖା ସାମନ୍ତରାୟ

ଜନ୍ମ ତାରିଖ ୦୬/୦୮/୧୯୫୪

ଠିକଣା : ଭୁବନେଶ୍ବର

ଫୋନ ନମ୍ବର : x

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟା ସଦସ୍ୟା ଡକ୍ଟର ସୁଲେଖା ସାମନ୍ତରାୟଙ୍କର ଜନ୍ମ ୧୯୫୪ ମସିହା ଅଗଷ୍ଟ ମାସ ୬ ତାରିଖ ରେ ମୟୁରଭଞ୍ଜ ଜିଲ୍ଲା ବାରିପଦାଠାରେ ହୋଇଥିଲା। ପିତା ଓଡିଆ ସାହିତ୍ୟର ଜଣେ ବିଶିଷ୍ଟ ଗବେଷକ ଡକ୍ଟର ନଟବର ସାମନ୍ତରାୟ ଏବଂ ମାତା ଗଙ୍ଗାବାଇ ସାମନ୍ତରାୟଙ୍କର ଆଶୀର୍ବାଦରୁ ସେ ନିଜର ସାଧନା ବଳରେ ଓଡିଆ ସାହିତ୍ୟ କ୍ଷେତ୍ରରେ ଜଣେ ସୁସାହିତ୍ୟିକା ଭାବରେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି। ଆଜିର ୭୦ ତମ ଜୟନ୍ତୀ ଉତ୍ସବରେ ଆମେ ତାଙ୍କର ଦୀର୍ଘ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ତପନ କୁମାର ସ୍ବାଇଁ

04-08-2026 / 06:52:43

ଜନ୍ମ ଦିନରେ ଶୁଭ ଅଭିନନ୍ଦନ

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion