^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଡକ୍ଟର ପ୍ରବୀଣା ପରିଡା

ଜନ୍ମ ତାରିଖ ୨୬/୦୮/୧୯୭୨

ଠିକଣା : ଭୁବନେଶ୍ବର

ଫୋନ ନମ୍ବର : x

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟା ସଦସ୍ୟା ଡକ୍ଟର ପ୍ରବୀଣା ପରିଡାଙ୍କର ଜନ୍ମ ୧୯୭୨ ମସିହା ଅଗଷ୍ଟ ମାସ ୨୬ ତାରିଖରେ ବରଗଡ ସହରରେ ହୋଇଥିଲା। ପିତା ଏସ୍ ଦାମୋଦର ଏବଂ ମାତା ଏସ୍ ହିରଣ୍ୟଲତାଙ୍କର ଆଶୀର୍ବାଦରୁ ସେ ନିଜର ସାଧନା ବଳରେ ଜଣେ ସୁସାହିତ୍ୟିକା ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ଆଜିର ୫୨ ତମ ଜୟନ୍ତୀ ଉତ୍ସବରେ ଆମେ ତାଙ୍କର ଦୀର୍ଘ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ତପନ କୁମାର ସ୍ବାଇଁ

04-08-2026 / 06:52:00

ଜନ୍ମ ଦିନରେ ଶୁଭ ଅଭିନନ୍ଦନ

Smrutirekha Rout

21-08-2025 / 11:31:20

Happy birthday god bless you enjoy your day

Mohan Kumar swain

01-08-2025 / 15:11:28

Wish you happy birthday in advance

Ashok sethi

01-08-2025 / 14:15:47

Happy birthday mam

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion