^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀଯୁକ୍ତ ଶରତ କୁମାର ନାୟକ

ଜନ୍ମ ତାରିଖ ୦୯/୦୮/୧୯୬୦

ଠିକଣା : ଭୁବନେଶ୍ବର

ଫୋନ ନମ୍ବର : x

ଓଡିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟ ସଦସ୍ୟ, ଓଡିଶାର ସୁନାମଧନ୍ୟ ସାସ୍କୃତିକ ଅନୁଷ୍ଠାନ ଇଟିକିଲି ମିଟିକିଲିର ସଚିବ, ବିଶିଷ୍ଠ ଶିଶୁ ସାହିତ୍ୟିକ ଶ୍ରୀଯୁକ୍ତ ଶରତ କୁମାର ନାୟକଙ୍କର ଜନ୍ମ ୧୯୬୦ ମସିହା ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରେ ଭଦ୍ରକ ଜିଲ୍ଲା ବିରିଆଡିଆ ଗ୍ରାମରେ ହୋଇଥିଲା। ପିତା ସ୍ବର୍ଗତ ବିଦ୍ୟାଧର ନାୟକ ଓ ମାତା ଶ୍ରୀମତୀ ସାବିତ୍ରୀ ନାୟକଙ୍କ ଆଶୀର୍ବାଦରୁ ନିଜର ସାଧନା ବଳରେ ସାରସ୍ୱତ ଜଗତରେ ସେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି। ଜଣେ ସୁସଂଗଠକ ଭାବେ ସମଗ୍ର ରାଜ୍ଯରେ ଜଣାଶୁଣା ଶ୍ରୀ ନାୟକ ଏଯାବତ୍ ୧୪ ଖଣ୍ଡ ପୁସ୍ତକ ରଚନା କରିଛନ୍ତି । ଆଜି ୬୪ ତମ ଜୟନ୍ତୀ ଉତ୍ସବରେ ଆମେ ତାଙ୍କର ଦୀର୍ଘ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

Tapan Kumar Swain

04-08-2026 / 06:57:26

ଜନ୍ମ ଦିନରେ ଶୁଭ ଅଭିନନ୍ଦନ ଜଣାଉଛି ଆପଣଙ୍କ ଦିନ ସୁଖମୟ ହେଉ

Mohan Kumar swain

01-08-2025 / 15:42:57

ଜନ୍ମ ମାସରେ ଅନେକ ଅନେକ ଶୁଭେଚ୍ଛା ଜଣାଉଛି sir

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion