^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାମଲ

ଜନ୍ମ ତାରିଖ ୧୭/୦୮/୧୯୬୩

ଠିକଣା : ଯାଜପୁର

ଫୋନ ନମ୍ବର : x

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟ ସଦସ୍ୟ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାମଲଙ୍କର ଜନ୍ମ ୧୯୬୩ ମସିହା ଅଗଷ୍ଟ ମାସ ୧୭ ତାରିଖରେ ଯାଜପୁର ଜିଲ୍ଲା ନଛ୍ଛିପୁର ଖରଡାବନ୍ଦୀ ଠାରେ ହୋଇ ଥିଲା। ପିତା ବୈକୁଣ୍ଠ ନାଥ ସାମଲ ଏବଂ ମାତା ଶୈଳ ବାଳା ସାମଲଙ୍କ ଆଶୀର୍ବାଦରୁ ନିଜର ସାଧନା ବଳରେ ସାରସ୍ୱତ ଜଗତରେ ସେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି। ଲାଭ କରିଛନ୍ତି ଅନେକ ପୁରସ୍କାର। ଆଜି ୬୧ତମ ଜୟନ୍ତୀ ଉତ୍ସବରେ ଆମେ ତାଙ୍କର ଦୀର୍ଘ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

Mohan Kumar swain

01-08-2025 / 15:38:02

ଜନ୍ମ ମାସରେ ଅନେକ ଅନେକ ଶୁଭେଚ୍ଛା ଜଣାଉଛି

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion