^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଡ. ସୁନାମଣି ରାଉତ

ଜନ୍ମ ତାରିଖ ୦୨.୦୨.୧୯୫୮

ଠିକଣା : କେନ୍ଦ୍ରାପଡା

ଫୋନ ନମ୍ବର : x

ଓଡିଆ ଶିଶୁସାହିତ୍ୟ ରଚନା କ୍ଷେତ୍ରରେ ଜଣେ କୃତବିଦ୍ୟ ଲେଖକ ଭାବରେ ଖ୍ୟାତ ଡ. ସୁନାମଣି ରାଉତ ଜନ୍ମଗ୍ରହଣ କରିଥିଲେ ୧୯୫୮ ମସିହା ଫେବୃଆରୀ ୨ ତାରିଖରେ । ପିତା ବାସୁଦେବ ରାଉତ ଓ ମାତା ବେଙ୍ଗଲତା ରାଉତଙ୍କ ସୁପୁତ୍ର ସୁନାମଣି କେନ୍ଦ୍ରାପଡା ଜିଲ୍ଲା କୁରୁଜାଙ୍ଗ ଗ୍ରାମରେ ଭୂମିଷ୍ଠ ହୋଇଥିଲେ । ୩୫ ଖଣ୍ଡରୁ ଅଧିକ ପୁସ୍ତକ ରଚନା କରି ଶ୍ରୀ ରାଉତ ଓଡିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି। ଶିଶୁ ସାହିତ୍ଯ ରଚନା ପାଇଁ ଓଡିଶା ସାହିତ୍ଯ ଏକାଡେମୀ ପୁରସ୍କାର ଲାଭ କରିଥିବା ଶ୍ରୀ ରାଉତଙ୍କ ପାଇଁ ଓଡିଶା ଶିଶୁ କିଶୋର ସାହିତ୍ଯ ଏକାଡ଼େମୀ ଗର୍ବିତ। ତାଙ୍କ ଜନ୍ମଦିନରେ ଆମେ ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛୁ ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ଡକ୍ଟର ବସନ୍ତ କିଶୋର ସାହୁ

02-02-2026 / 15:05:08

ଜନ୍ମଦିନର ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା । ଜଗନ୍ନାଥ ସର୍ବ ମଙ୍ଗଳ କରନ୍ତୁ ଆପଣଙ୍କର ।

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion