^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଦେବାଶିଷ ଚକ୍ରବର୍ତ୍ତୀ।

ଜନ୍ମ ତାରିଖ ୧୮-୦୮-୧୯୬୧

ଠିକଣା : ମଣ୍ଡୁଆ, କେଉଁଝର

ଫୋନ ନମ୍ବର : XX

ବିଶିଷ୍ଟ ଶିଶୁ ସାହିତ୍ୟିକ ଦେବାଶିଷ ଚକ୍ରବର୍ତ୍ତୀ ୧୯୬୧ ମସିହା ଅଗଷ୍ଟ ଅଠର ତାରିଖରେ କେଉଁଝର ଜିଲ୍ଲା ମଣ୍ଡୁଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଶିଶୁମାନଙ୍କ ପାଇଁ ସେ ଅନେକ ଉପାଦେୟ ପୁସ୍ତକ ରଚନା କରି ଓଡିଆ ଶିଶୁ ସାହିତ୍ଯ ଭଣ୍ଡାରକୁ ରୁଦ୍ଧିମନ୍ତ କରିଛନ୍ତି। ତାଙ୍କର ଜନ୍ମଦିନରେ ଆମେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଦୀର୍ଘଜୀବନ କାମନା କରୁଛୁ । ତାଙ୍କ ସାରସ୍ଵତ ସାଧନା ଅବ୍ଯାହତ ରହୁ, ସେ ଆହୁରି ଉପାଦେୟ ପୁସ୍ତକ ରଚନା କରନ୍ତୁ, ଏହା ହିଁ ଆଶା କରୁଛୁ ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

Tapan Kumar Swain

04-08-2026 / 06:56:40

ଜନ୍ମ ଦିନରେ ଶୁଭ ଅଭିନନ୍ଦନ ଜଣାଉଛି ଆପଣଙ୍କ ଦିନ ସୁଖମୟ ହେଉ

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion