^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ସୁଶ୍ରୀ ସବିତା ଭୋଇ

ଜନ୍ମ ତାରିଖ ୧୬/୦୨/୧୯୭୨

ଠିକଣା : ବଲାଙ୍ଗିର

ଫୋନ ନମ୍ବର : x

ସୁଶ୍ରୀ ସବିତା ଭୋଇ ୧୯୭୨ମସିହା ଫେବ୍ରୁଆରୀ ମାସ ୧୬ ତାରିଖରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ନିକଟ ଦମକିପାଲି ଠାରେ ଜନ୍ମ ଗ୍ରହଣ କରିଥିଲେ। ଆଜିର ଶୁଭ ଜନ୍ମ ଦିନରେ ଏକାଡେମୀ ପକ୍ଷରୁ ତାଙ୍କୁ ଅଭିନନ୍ଦନ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ଡକ୍ଟର ବସନ୍ତ କିଶୋର ସାହୁ

02-02-2026 / 15:03:29

ଜନ୍ମଦିନର ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା । ଜଗନ୍ନାଥ ସର୍ବ ମଙ୍ଗଳ କରନ୍ତୁ ଆପଣଙ୍କର ।

ବୃନ୍ଦାବନ କୁମ୍ଭାର

06-02-2025 / 08:28:28

ଜନ୍ମଦିନ ର ଶୁଭ ଅଭିନନ୍ଦନ

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion