^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ପ୍ରଶାନ୍ତ କୁମାର ମଙ୍ଗରାଜ

ଜନ୍ମ ତାରିଖ ୧୦/୦୨/୧୯୭୧

ଠିକଣା : କଣାସ

ଫୋନ ନମ୍ବର : xx

ଶିଶୁ ସାହିତ୍ୟିକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମଙ୍ଗରାଜ ୧୯୭୧ ମସିହା ଫେବୃଆରୀ ମାସ୧୦ ତାରିଖରେ ପୁରୀ ଜିଲ୍ଲା କଣାସ ନିକଟସ୍ଥ ସାହୁପଡା ଗ୍ରାମରେ ଜନ୍ମ ନେଇଥିଲେ । ତାଙ୍କ ଶୁଭ ଜନ୍ମଦିନରେ ତାଙ୍କୁ ଏକାଡେମୀ ପକ୍ଷରୁ ଅନେକ ଅନେକ ଅଭିନନ୍ଦନ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ଡକ୍ଟର ବସନ୍ତ କିଶୋର ସାହୁ

02-02-2026 / 15:06:09

ଜନ୍ମଦିନର ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା । ଜଗନ୍ନାଥ ସର୍ବ ମଙ୍ଗଳ କରନ୍ତୁ ଆପଣଙ୍କର ।

ବୃନ୍ଦାବନ କୁମ୍ଭାର

10-02-2024 / 12:39:19

ଅଭିନନ୍ଦନ

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion